Cyber Crime In Sambalpure
ଜିଲ୍ଲା  ଅପରାଧ 

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍‌ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍‌ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍‌ ଲୋଭରେ ସେ ସାଇବର୍‌ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]
Read More...

Advertisement