Cyber Crime In Odisha
ଜିଲ୍ଲା 

ଅନଲାଇନରେ ୪୧ ଲକ୍ଷ ଟଙ୍କା ଲୁଟ୍‌ , ୩ ସାଇବର ଲୁଟେରା ଗିରଫ

ଅନଲାଇନରେ ୪୧ ଲକ୍ଷ ଟଙ୍କା ଲୁଟ୍‌ , ୩ ସାଇବର ଲୁଟେରା ଗିରଫ ରାଉରକେଲା : ଏକ ଘରୋଇ ହସ୍ପିଟାଲ ଆକାଉଣ୍ଟରୁ ଅନ୍‌ଲାଇନରେ ୪୧ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଏହି ଅଭିଯୋଗ ପରେ ସାଇବର ପୋଲିସ ସଜାଗ ହୋଇଉଠିଛି । ଉକ୍ତ ଘଟଣାରେ ରାଉରକେଲା ସାଇବର ପୋଲିସ ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଶାନ୍ତ ବାରିକ, ଶିବ କୁମାର ଝା, ମାନସ ରଞ୍ଜନ ଖୁଣ୍ଟିଆ । ସୁଶାନ୍ତ ସହ ଶିବ କୁମାରର ଘର ଗୋପବନ୍ଧୁପାଲି ହୋଇଥିବା ବେଳେ ମାନସର ଘର […]
Read More...
ଜିଲ୍ଲା  ଅପରାଧ 

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍‌ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍‌ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍‌ ଲୋଭରେ ସେ ସାଇବର୍‌ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]
Read More...

Advertisement