Cuttack: Car and truck collide
ଓଡ଼ିଶା 

କଟକ : କାର୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଆହତ

କଟକ : କାର୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଆହତ କଟକ : ବିଡାନାସୀ ଭୁଆସୁଣୀ ବନ୍ଧ ଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ମଶାଣି ଛକରେ କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି କଟକ ଏସସିବି ରେ ଭର୍ତି କରାଯାଇଛି I ସୂଚନା ଅନୁଯାୟୀ, ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ […]
Read More...

Advertisement