CRIME
ଓଡ଼ିଶା  ଅପରାଧ 

ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ

ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ ଭୁବନେଶ୍ୱର : ମହିଳା ଥାନା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ । ଅଭିଯୁକ୍ତଙ୍କ ସହ ବ୍ୟବହାର କରୁଥିବା ଇନୋଭା କାର୍‌କୁ ଜବତ କରାଯାଇଛି । ଗିରଫ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି । ଅଭିଯୁକ୍ତମାନେ ସମସ୍ତେ ସହିଦନଗର ବସ୍ତି ଅଂଚଳର ଡ୍ରାଇଭର । ସେମାନେ ଟ୍ରାଭେଲ୍ସରୁ ଏହି ଗାଡି ଭଡାରେ ଆଣିଥିଲେ । ନୂଆବର୍ଷ ଦିନ ଅତ୍ୟଧିକ ମଦ୍ୟ ପାନ କରି ଏପରି କାଣ୍ଡ […]
Read More...
ଦେଶ- ବିଦେଶ  ଅପରାଧ 

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ କଞ୍ଜୱାଲା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରାଯାଇଛି I ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଶାଲିନୀ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଶାଲିନୀ ସିଂ ଏହି ଘଟଣାର ଅନୁସନ୍ଧାନ କରିବେ ଏବଂ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। କଞ୍ଜୱାଲା ଘଟଣାରେ ସୋମବାର (ଜାନୁୟାରୀ ୨ ) ମୃତକ […]
Read More...
ଓଡ଼ିଶା  ଅପରାଧ 

ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ

ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ ଭୁବନେଶ୍ୱର : ରାତି ଅଧରେ ଅଶାନ୍ତ ହେଉଛି ରାଜଧାନୀ I ଅସାମାଜିକଙ୍କ କବଳରୁ ନିସ୍ତାର ପାଉନାହାନ୍ତି ପୋଲିସ ଅଧିକାରୀ I ପୋଲିସ କୁ ଡରିବା ପରିବର୍ତ୍ତେ ମାରିବାପାଇଁ ଗୋଡ଼ାଉଛନ୍ତି I ଗତକାଲି ଏଇଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ I ଡ୍ୟୁଟି ସାରି ଫେରୁ ଥିବା ବେଳେ ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ପଡି ଯାଇଥିଲେ କିଛି ଅସାମାଜିକଙ୍କ ହାବୁଡ଼ରେ I ଏନେଇ ଶୁଭଶ୍ରୀ ନାୟକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି I ସୂଚନାନୁସାରେ,ଗତ […]
Read More...
ଓଡ଼ିଶା  ଅପରାଧ 

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଜଗତସିଂପୁର ଡେପୁଟି କଲେକ୍ଟର

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଜଗତସିଂପୁର ଡେପୁଟି କଲେକ୍ଟର ଭୁବନେଶ୍ୱର : ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲ । ଗତକାଲି ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଚିତ୍ତରଞ୍ଜନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡ଼ିଛି। ସୂଚନାନୁସାରେ ଗତ ବୁଧୁବାର ଦିନ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜଗତସିଂହପୁର ସହରରେ […]
Read More...
ଦେଶ- ବିଦେଶ  ଅପରାଧ 

ଜାମିନ ଆବେଦନ ପ୍ରତ୍ୟାହାର କଲେ ଆଫ୍‌ତାବ ପୁନାୱାଲା

ଜାମିନ ଆବେଦନ ପ୍ରତ୍ୟାହାର କଲେ ଆଫ୍‌ତାବ ପୁନାୱାଲା ନୂଆଦିଲ୍ଲୀ : ଜାମିନରେ ମୁକୁଳିବାକୁ ଚାହୁଁ ନାହାନ୍ତି ଆଫ୍‌ତାବ ପୁନାୱାଲା I ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱIକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ନିଜ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି I ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ତେବେ ପୂର୍ବରୁ ତାଙ୍କ ଓକିଲଙ୍କ ତରଫରୁ ଅଫତାବଙ୍କ ଜାମିନ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା, ଏହା ପରେ କୋର୍ଟ କହିଥିଲେ […]
Read More...
ଓଡ଼ିଶା  ଅପରାଧ 

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ କଳାହାଣ୍ଡି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ତାଙ୍କ ବାସଭବନ ସମେତ କଳାହାଣ୍ଡି ଜିଲ୍ଲାର ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । କେସିଙ୍ଗା ଓମ୍‌ ନଗରରେ ଥିବା ତିନି ମହଲା ଆବାସିକ ଘରେ ଚାଲିଛି ଚଢ଼ାଉ। କେ.ଗାଁ ସରକାରୀ କାର୍ଯ୍ୟାଳୟରେ ଥିବା କେଶବ ମାଝୀଙ୍କ ଚାମ୍ବରରେ ଚାଲିଛି ଚଢ଼ାଉ। ସେହିପରି କେଶବଙ୍କ କେସିଙ୍ଗାରେ ଥିବା ତିନି ମହଲା କୋଠା ଘର, […]
Read More...
ଓଡ଼ିଶା  ଅପରାଧ 

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା,ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ଗୋବିନ୍ଦ ସାହୁଙ୍କ  ଆତ୍ମହତ୍ୟା ମାମଲା,ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ କଣ୍ଟାବାଞ୍ଜି : ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା I ସ୍ତ୍ରୀଙ୍କ ବିସ୍ଫୋରକ ବୟାନ I ପ୍ଲାନ କରି ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି I ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ସ୍ତ୍ରୀ । ଗୋବିନ୍ଦଙ୍କ ସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ‘ ସେ ବହୁତ ଷ୍ଟ୍ରଙ୍ଗ ଲୋକ, କେବେ ବି ଆତ୍ମହତ୍ୟା କରିବେନି’ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଥିବା […]
Read More...
ଓଡ଼ିଶା  ଅପରାଧ 

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା,କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା,କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାପରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି Iଜେଲରେ ଗୋବିନ୍ଦ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଜେଲ୍‌ରେ ଏତେ ସୁରକ୍ଷା ମଧ୍ୟରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ? ଏହା ଆତ୍ମହତ୍ୟା ନା […]
Read More...
ଓଡ଼ିଶା  ଅପରାଧ 

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ, ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ, ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ଭୁବନେଶ୍ୱର : ମମୀତI ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲ ରେ ଆତ୍ମହତ୍ୟା କରିଛି I ଏହି ଘଟଣାରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରେସମିଟ ରେ କୁହାଯାଇଛି କି,ମମୀତା ହତ୍ୟାକାଣ୍ଡରେ ଶାସକ ଦଳର ବିଧାୟକ ମାନଙ୍କର ସମ୍ପୃକ୍ତି ରହିଥିଲା I ଏହି ଘଟଣା ବିଚାରାଧୀନ ଥିବାବେଳେ କିପରି ଭାବରେ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କଲେ ?? ଦଳ ପକ୍ଷରୁ କୁହାଯାଇଛି […]
Read More...
ଓଡ଼ିଶା  ଅପରାଧ 

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ I ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଙ୍କୁ ବାନ୍ଧିଛି ଭିଜିଲାନ୍ସ I ଶ୍ରୀ ସାନ୍ତରାଙ୍କ ପୈତୃକ ବାସଭବନ ସମେ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର ମିଳିଛି। ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ଓ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘର ମଧ୍ୟ ଚଢ଼ାଉ ଚାଲିଛି। […]
Read More...
ଓଡ଼ିଶା  ଅପରାଧ 

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବ୍ଳକମେଲିଙ୍ଗ କୁଇନ ଅର୍ଚ୍ଚନା ନାଗଙ୍କ ଆଜି ସରୁଛି ଇଡି ରିମାଣ୍ଡ ଅବଧି । ସୋମବାର ପୁଣି କୋର୍ଟରେ ହଜାର ହେବେ ଅର୍ଚ୍ଚନା I ତେବେ ଦ୍ଵିତୀୟ ପର୍ଯ୍ୟାୟ ଜେରାବେଳେ ଅର୍ଚ୍ଚନାଙ୍କ ନିକଟରୁ ବିଶେଷ କିଛି ତଥ୍ୟ ହାସଲ କରି ପାରିନାହିଁ ଇଡି I ସେହିଭଳି ଶ୍ରଧାଞ୍ଜଳିଙ୍କ ବିରୋଧ ରେ ମଧ୍ୟ ମାମଲା ରୁଜୁ ହୋଇଛି I ବିଶେଷସୂତ୍ରରୁ ମିଳିଥିବା ଖବର ମୁତାବକ ତାଙ୍କୁ ଜେରାବେଳେ ସେ ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ […]
Read More...
ଦେଶ- ବିଦେଶ  ଅପରାଧ 

ବିହାର ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଁଚିଲା

ବିହାର ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଁଚିଲା ପାଟନା: ବିହାରର ଶରଣ ଜିଲ୍ଲାରେ ଘଟିଥିବା ମଦମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ମସରଖ ବ୍ଲକରେ ସର୍ବାଧିକ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ଇସୁପୁର, ଅମ୍ନାଉର ଏବଂ ମାରହଉରା ଅଂଚଳର ବୋଲି ଜଣାପଡିଛି। ସଦ୍ୟତମ ସମ୍ବାଦ ଅନୁଯାୟୀ, ୧୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ […]
Read More...

Advertisement