ଭରତପୁର ସୁରେଖ। ମୃତ୍ୟୁ ମ।ମଲ।: ବୟଫ୍ରେଣ୍ଡ୍ ସହ ୨ ଗିରଫ

ଭୁବନେଶ୍ୱର: ଜାନୁଆରୀ ୧୩: ଭୁବନେଶ୍ୱର ଭରତପୁର ସୁରେଖ। ପଲେଇ ମୃତ୍ୟୁ ମ।ମଲ। । ଘଟଣାରେ ବୟଫ୍ରେଣ୍ଡ୍ ସମେତ ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ପ୍ରେମିକ ସହ ପ।ଟିତୁଣ୍ଡ ପରେ ସୁରେଖ। ଆତ୍ମହତ୍ୟ। କରିଥିବାରୁ ମ।ଡ଼ ଭୟରେ ବୟଫ୍ରେଣ୍ଡ୍ ଫେର।ର ହୋଇଥିବା ଜଣା ପଡିଛି। ସୂଚନ। ଅନୁସ।ରେ, ଗତ ୧୦ ତ।ରିଖରେ ଭରତପୁର ତ।ରିଣୀ ବସ୍ତିରେ ଏକ ବନ୍ଦ ଘରୁ ସୁରେଖ।ଙ୍କ ମୃତଦେହ ଉଦ୍ଧ।ର ହୋଇଥିଲ।। ବୟଫ୍ରେଣ୍ଡ୍ ସହ ବଚସା ପରେ ଏପରି ହେବାରୁ ପୋଲିସ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୧୩: ଭୁବନେଶ୍ୱର ଭରତପୁର ସୁରେଖ। ପଲେଇ ମୃତ୍ୟୁ ମ।ମଲ। । ଘଟଣାରେ ବୟଫ୍ରେଣ୍ଡ୍ ସମେତ ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ପ୍ରେମିକ ସହ ପ।ଟିତୁଣ୍ଡ ପରେ ସୁରେଖ। ଆତ୍ମହତ୍ୟ। କରିଥିବାରୁ ମ।ଡ଼ ଭୟରେ ବୟଫ୍ରେଣ୍ଡ୍ ଫେର।ର ହୋଇଥିବା ଜଣା ପଡିଛି।

ସୂଚନ। ଅନୁସ।ରେ, ଗତ ୧୦ ତ।ରିଖରେ ଭରତପୁର ତ।ରିଣୀ ବସ୍ତିରେ ଏକ ବନ୍ଦ ଘରୁ ସୁରେଖ।ଙ୍କ ମୃତଦେହ ଉଦ୍ଧ।ର ହୋଇଥିଲ।। ବୟଫ୍ରେଣ୍ଡ୍ ସହ ବଚସା ପରେ ଏପରି ହେବାରୁ ପୋଲିସ ଭୟରେ ସୁରେଖ।ଙ୍କ ବୟଫ୍ରେଣ୍ଡ୍ ଏବଂ ତ।ର ସହଯୋଗୀ ସୁରେଖ।ଙ୍କ ମୃତଦେହକୁ ସେଠ।ରୁ ନେଇ ତ।ଙ୍କ ଘରେ ରଖି ଘଟଣ।ସ୍ଥଳରୁ ଫେର।ର ହୋଇଯ।ଇଥିଲେ। ମୃତଦେହ ମିଳିବ। ପରେ ପୋଲିସ ପ୍ରଥମେ ଏକ ହତ୍ୟ। ମ।ମଲ। ରୁଜୁ କରିଥିଲ।। ପୋଷ୍ଟମର୍ଟମ ରିପୋର୍ଟରେ ଏହ। ଏକ ଆତ୍ମହତ୍ୟ। ବୋଲି ସ।ମ୍ନ।କୁ ଆସିଥିଲ।।

ତେବେ ଘଟଣାରେ ବୟଫ୍ରେଣ୍ଡ୍ ସହ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମ।ନଙ୍କୁ ଆଜି କୋର୍ଟ ଚ।ଲ।ଣ କର।ଯିବ। କେଉଁ କ।ରଣକୁ ନେଇ ଭୋଜିରେ ବଚସା ହୋଇଥିଲ। ? କ।ହିଁକି ସୁରେଖ। ଏଭଳି ଚରମ ପଦକ୍ଷେପ ନେବ। ପ।ଇଁ ନିଷ୍ପତ୍ତି ନେଲେ ? ଏ ସବୁ ପଚରା ଉଚରା କରୁଛି ପୋଲିସ।