bbsr
ଜିଲ୍ଲା  ଅପରାଧ 

ଭରତପୁର ସୁରେଖ। ମୃତ୍ୟୁ ମ।ମଲ।: ବୟଫ୍ରେଣ୍ଡ୍ ସହ ୨ ଗିରଫ

ଭରତପୁର ସୁରେଖ। ମୃତ୍ୟୁ ମ।ମଲ।: ବୟଫ୍ରେଣ୍ଡ୍ ସହ ୨ ଗିରଫ ଭୁବନେଶ୍ୱର: ଜାନୁଆରୀ ୧୩: ଭୁବନେଶ୍ୱର ଭରତପୁର ସୁରେଖ। ପଲେଇ ମୃତ୍ୟୁ ମ।ମଲ। । ଘଟଣାରେ ବୟଫ୍ରେଣ୍ଡ୍ ସମେତ ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ପ୍ରେମିକ ସହ ପ।ଟିତୁଣ୍ଡ ପରେ ସୁରେଖ। ଆତ୍ମହତ୍ୟ। କରିଥିବାରୁ ମ।ଡ଼ ଭୟରେ ବୟଫ୍ରେଣ୍ଡ୍ ଫେର।ର ହୋଇଥିବା ଜଣା ପଡିଛି। ସୂଚନ। ଅନୁସ।ରେ, ଗତ ୧୦ ତ।ରିଖରେ ଭରତପୁର ତ।ରିଣୀ ବସ୍ତିରେ ଏକ ବନ୍ଦ ଘରୁ ସୁରେଖ।ଙ୍କ ମୃତଦେହ ଉଦ୍ଧ।ର ହୋଇଥିଲ।। ବୟଫ୍ରେଣ୍ଡ୍ ସହ ବଚସା ପରେ ଏପରି ହେବାରୁ ପୋଲିସ […]
Read More...
ଓଡ଼ିଶା 

‘ସମୟ’ର ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ମୋବାଇଲ ଛଡ଼ାଇ ନେଇଗଲେ ଦୁଇ ଲୁଟେରା

‘ସମୟ’ର ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ମୋବାଇଲ ଛଡ଼ାଇ ନେଇଗଲେ ଦୁଇ ଲୁଟେରା ଭୁବନେଶ୍ୱର: ଅକ୍‌ଟୋବର ୧: ରାଜଧାନୀରେ ଉତ୍ପାତ କରୁଛନ୍ତି ଲୁଟେରା । ଲୁଟିବା ସମୟରେ ପାଲଟି ଯାଉଛନ୍ତି ହିଂସ୍ର ଓ କରୁଛନ୍ତି ମରଣାନ୍ତକ ଆକ୍ରମଣ । ଏହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ସମୟ ଖବରକାଗଜର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଦୁଇ ଜଣ ଲୁଟେରା ଆକ୍ରମଣ କରିଛନ୍ତି । ଆକ୍ରମଣ ସମୟରେ ସେମାନେ ପାଲଟି ଯାଇଛନ୍ତି ହିଂସ୍ର । ଲୁହା ରଡ଼ରେ ଦୁଇ ଜଣ ଲୁଟେରା ତାଙ୍କ ମୁଣ୍ଡକୁ […]
Read More...
ଓଡ଼ିଶା 

ଲଘୁଚାପ ଆଣିପାରେ ବନ୍ୟା, ହୀରାକୁଦରେ ୧୨ ଗେଟ୍‌ ଖୋଲା

ଲଘୁଚାପ ଆଣିପାରେ ବନ୍ୟା, ହୀରାକୁଦରେ ୧୨ ଗେଟ୍‌ ଖୋଲା ଭୁବନେଶ୍ୱର,ସେପ୍‌ଟେମ୍ବର ୨୪ : ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ବଢ଼ିଲାଣି । ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍‌ କର୍ତ୍ତୃପକ୍ଷ ଅଧିକ ଗେଟ୍‌ ଖୋଲିଛନ୍ତି । ଏବେ ୧୨ଟି ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି । ପୁଣି ଆସନ୍ତା […]
Read More...

Advertisement