ଚୋରା ବନ୍ଧୁକ ବେପାରୀ ଗିରଫ

ଚୋରା ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବେଆଇନ ବନ୍ଧୁକ କାରବାର ନେଟୱର୍କ ଖୁଲାସା । ଭୁବନେଶ୍ୱର ବନ୍ଧୁକ ଡେଲିଭରି ପାଇଁ ଆସିବା ବେଳେ ୬ ବନ୍ଧୁକ ଜବତ କରିଛି । ଏହି ଘଟଣାରେ ଚନ୍ଦକାରୁ ମନୋଜ କୁମାର ମଲ୍ଲିକ ଗିରଫ କରିଛି କମିଶନରେଟ୍ ପୋଲିସ। ମନୋଜର ଘର ଯାଜପୁରରେ । ସେ ଭୁବନେଶ୍ୱର ବନ୍ଧୁକ ଡେଲିଭରି ଦେବା ପାଇଁ ଆସିଥିଲା । ବାଇକ ସହ ୬ଟି ବନ୍ଧୁକ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନରଏସ ଦେବଦତ୍ତ ସିଂ। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମନୋଜ ପାଖରୁ ବନ୍ଧୁକ କିଣିବାକୁ ଗ୍ରାହକ ବେଶରେ ଯାଇଥିଲେ ସ୍ପେଶାଲ କ୍ରାଇମ ପୋଲିସ  । 

ସମ୍ବନ୍ଧିତ ଖବର ହାଇୱା ଚଢ଼ିଯାଇ ମା' ମୃତ ପୁଅ ଗୁରୁତର

 

ସମ୍ବନ୍ଧିତ ଖବର ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ

Tags: