ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି ।  ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି ସିବିଆଇ ।  ଦୀଘା ମଡେଲର ମାଷ୍ଟରମାଇଣ୍ଡ ବିରଞ୍ଚି ନାରାୟଣ ନାୟକକୁ ସିବିଆଇ ଉଠାଇ ଆଣିଛି । ବିରଞ୍ଚିକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଥିବା ସୂଚନା ମିଳିଛି ।  ଦିଘା ମଡ୍ୟୁଲକୁ ଅପରେଟ କରୁଥିଲା ବିରଞ୍ଚି । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ ଆକ୍ସନ ଗ୍ରହଣ କରାଯାଇଛି । ପୂର୍ବରୁ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ୧୨ ଜଣ ଦଲାଲଙ୍କୁ ଗିରଫ କରିଛି ସିବିଆଇ । 

Read More ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ

Tags: