ଏସଆଇ ପରୀକ୍ଷା ସ୍କାମ,ବିରଞ୍ଚି ନାରାୟଣଙ୍କୁ ମାରାଥନ ଜେରା
By: Samaya Live News
ଭୁବନେଶ୍ୱର : ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା ମହା ଦୁର୍ନୀତି ମାମଲା । ସିବିଆଇ ହାତରେ ଧରାପଡିଛି ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିରଞ୍ଚି ନାରାୟଣ ନାୟକ । ଦୀଘା ମୋଡ୍ୟୁଲ ର ଦଲାଲ ଥିଲା ବିରଞ୍ଚି । ତାକୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ । ସମନ ପାଇବା ପରେ ୩ ଆଶାୟୀ ମଧ୍ୟ ସିବିଆଇରେ ହାଜର ହୋଇଛନ୍ତି । ୩ ଆଶାୟୀଙ୍କ ସହ ବିରଞ୍ଚିକୁ ମୁହାଁମୁହିଁ ଜେରା କରିବ ସିବିଆଇ । ବିରଞ୍ଚି ସହ ଯୋଗାଯୋଗ କରି ଟଙ୍କା ଓ ସାର୍ଟିଫିକେଟ ଦେଇଥିଲେ ଆଶାୟୀ ।
ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲା,ଅଭିଯୁକ୍ତଙ୍କ ରାୟ ଶୁଣାଣି ସଂରକ୍ଷିତ
Tags:



