SI ପରୀକ୍ଷା ସ୍କାମ,ଚାର୍ଜ ସିଟ ଦାଖଲ କଲା ସିବିଆଇ
By: Samaya Live News
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରିସକସହ ମହା କେଳେଙ୍କାରୀ । ପ୍ରାଥମିକ ଚାର୍ଜ ସିଟ ଦାଖଲ କଲା ସିବିଆଇ । ୨୯ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ୧୬ ଜଣଙ୍କ ବିରୋଧରେ ପ୍ରମାଣ ସହ ତଥ୍ୟ ଦାଖଲ କଲା ସିବିଆଇ । ୧୬ ଜଣକ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ,ମୁନା ମହାନ୍ତି,ସୌମ୍ୟା ପ୍ରିୟଦର୍ଶିନୀ ସାମଲ ,ରୀଙ୍କୁ ମହାରଣା,ବିରଞ୍ଚି ପୃଷ୍ଟି ଏବଂ ବିହାରର ନୀତିଶ କୁମାର । ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି । ଆହୁରି ଏକାଧିକ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି ସିବିଆଇ ।
ସମ୍ବନ୍ଧିତ ଖବର OCS ବିଜ୍ଞପ୍ତି,ସାମିଲ ହେଲା OAS,ORS
Tags:



