ଏସଆଇ ପରୀକ୍ଷା ସ୍କାମ,ରାଜ୍ୟ ବାହାରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ଏସଆଇ ପରୀକ୍ଷା ସ୍କାମ,ରାଜ୍ୟ ବାହାରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ଏସଆଇ ନିଯୁକ୍ତି ପରୀକ୍ଷା ମହା ଦୁର୍ନୀତି ମାମଲା I ସିବିଆଇ ହାତରେ ଆଉଜଣେ ଅଭିଯୁକ୍ତ I  ବାହାର ରାଜ୍ୟରୁ ଗିରଫ ହେଲେ ଅନ୍ୟତମ ଅଭିଯୁକ୍ତ ନିତୁ ଆରୋରା ଗିରଫ ହେବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ I ଆନ୍ତଃ ରାଜ୍ୟ ଲିଙ୍କ ନେଇ ତନାଘନା ଜାରି ରଖିଥିଲା ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

 ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା, ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ। ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ

 

ସମ୍ବନ୍ଧିତ ଖବର ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ୱର, କଂଗ୍ରେସ - ବିଜେଡି କୋଳାକୋଳି

 

Tags: