ପୋଲିସ ଏସଆଇ ପରୀକ୍ଷା ସ୍କାମ, ବିହାରରୁ ଜଣେ ଗିରଫ

ପୋଲିସ ଏସଆଇ ପରୀକ୍ଷା ସ୍କାମ, ବିହାରରୁ ଜଣେ ଗିରଫ
Samaya Live News Picture
Published On

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ସ୍କାମ I ବିହାରରୁ ପୁଣି ଜଣେ ଗିରଫ । ଆନ୍ତଃରାଜ୍ଯ ଲିଙ୍କ ନେଇ ଖୋଳତାଡ଼ କରୁଥିଲା ସିବିଆଇ । ଶଙ୍କର ପୃଷ୍ଟିକୁ ଜେରା ପରେ ଅମିତକୁ ଗିରଫ କରାଯାଇଛି । ଅମିତକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିବ ସିବିଆଇ I ଆଜି ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼ଙ୍କର ସରୁଛି ୪ ଦିନିଆ ରିମାଣ୍ଡ ଅବଧି । ରିମାଣ୍ଡ ଶେଷ ପରେ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ।

Tags: