ଜେଲ କ୍ୟାମ୍ପସ ଭିତରେ ଜେଲ ୱାର୍ଡ଼ରଙ୍କ ଆତ୍ମହତ୍ୟା

ଜେଲ କ୍ୟାମ୍ପସ ଭିତରେ ଜେଲ ୱାର୍ଡ଼ରଙ୍କ ଆତ୍ମହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ଝାରପଡା ଜେଲ କ୍ୟାମ୍ପସରେ ଅଭବନୀୟ ଘଟଣା । କ୍ୟାମ୍ପସ ଭିତରେ ଥିବା ଜେଲ କ୍ୱାର୍ଟରରେ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ସାରଥୀ ପ୍ରଧାନ। ତାଙ୍କ ଘର ଗଜପତି ଜିଲ୍ଲାରେ । ସେ ନୟାଗଡ଼ ଜେଲରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର କ୍ୱାର୍ଟରରେ ସେ ସପରିବାରେ ରହୁଥିଲେ । ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ ।  ଲକ୍ଷ୍ମୀସାଗର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି । 

 

Tags: