ରାଜଧାନୀରେ ଗଣଦୁଷ୍କର୍ମ , ୨ ଗିରଫ

ରାଜଧାନୀରେ ଗଣଦୁଷ୍କର୍ମ , ୨ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ତୋମାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ । ଲିଫ୍ଟ ଦେବା ବାହାନାରେ ବଙ୍ଗୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ । ଷ୍ଟେସନ ରେ ଛାଡିବା ଆଳରେ ଦୁଷ୍କର୍ମ କରିଥିଲେ ଦୁର୍ବୁତ୍ତ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Tags: