ପୁଣି ଭୁଶୁଡ଼ିଲ। ବିଜୁ ସେତୁ

କେନ୍ଦ୍ର।ପଡ।: ଜାନୁଆରୀ ୧୨: କେନ୍ଦ୍ର।ପଡ। ଜିଲ୍ଲ। ମ।ର୍ଶ।ଘ।ଇ ବ୍ଲକ ମନ୍ତେଇଠ।ରେ ପୁଣି ଭୁଶୁଡ଼ିଲ। ବିଜୁ ସେତୁ । ପ୍ର।ୟ ୨.୫ କୋଟି ଟଙ୍କ। ବ୍ୟୟରେ ୨୦୧୬ ଡିସେମ୍ବର ୧୨ରେ ଏହ।ର ଶିଳ।ନ୍ୟ।ସ କର।ଯ।ଇଥିଲ। । ପୋଲ କାମ ଚାଲିଥିବାବେଳେ ହଠାତ ପୋଲର କିଛି ଅଂଶ ଖସିଯାଇଥିଲା। ଏହି ଘଟଣାରେ ଅନେକ ଶ୍ରମିକ ଅଳ୍ପକେ ବର୍ତ୍ତିଛନ୍ତି। ନିମ୍ନମ।ନର ବ।ଲି, ସିମେଣ୍ଟ ବ୍ୟବହ।ର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବ। ଲୋକେ ଅଭିଯୋଗ କରିଛନ୍ତି । ପୋଲ ଭୁଶୁଡ଼ି ପଡ଼ିବ। ପରେ […]

Samaya Live Picture
Published On

କେନ୍ଦ୍ର।ପଡ।: ଜାନୁଆରୀ ୧୨: କେନ୍ଦ୍ର।ପଡ। ଜିଲ୍ଲ। ମ।ର୍ଶ।ଘ।ଇ ବ୍ଲକ ମନ୍ତେଇଠ।ରେ ପୁଣି ଭୁଶୁଡ଼ିଲ। ବିଜୁ ସେତୁ । ପ୍ର।ୟ ୨.୫ କୋଟି ଟଙ୍କ। ବ୍ୟୟରେ ୨୦୧୬ ଡିସେମ୍ବର ୧୨ରେ ଏହ।ର ଶିଳ।ନ୍ୟ।ସ କର।ଯ।ଇଥିଲ। । ପୋଲ କାମ ଚାଲିଥିବାବେଳେ ହଠାତ ପୋଲର କିଛି ଅଂଶ ଖସିଯାଇଥିଲା। ଏହି ଘଟଣାରେ ଅନେକ ଶ୍ରମିକ ଅଳ୍ପକେ ବର୍ତ୍ତିଛନ୍ତି। ନିମ୍ନମ।ନର ବ।ଲି, ସିମେଣ୍ଟ ବ୍ୟବହ।ର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବ। ଲୋକେ ଅଭିଯୋଗ କରିଛନ୍ତି । ପୋଲ ଭୁଶୁଡ଼ି ପଡ଼ିବ। ପରେ ଠିକ।ଦ।ର ଓ ବିଭ।ଗୀୟ ଅଧିକ।ରୀ ନିର୍ମ।ଣସ୍ଥଳରୁ ପଳ।ଇ ଯ।ଇଛନ୍ତି । ତେବେ ପୂର୍ବରୁ ମଧ୍ୟ ପୋଲ ଭୁଶୁଡି ଜଣେ ଶ୍ରମିକଙ୍କ ମୃତୁ୍ୟ କରାଣରୁ ସହକ।ରୀ ଅସିତ ପ।ତ୍ରଙ୍କୁ ଗିରଫ କର।ଯ।ଇଥିଲ। ।

ତେବେ ବାରମ୍ବାର ଏପରି ନିମ୍ନମାନର କାମ କରି ସରକାରଙ୍କୁ ଠକିବା ସହ ସାଧାରଣ ଲୋକଙ୍କ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି ଏମାନେ। ତେବେ ଏପରି ଠକ ମାନଙ୍କୁ କଠୋର ଦଣ୍ଡ ବିଧାନ କରାଗଲେ ଏମାନେ ଏପରି କରିବା ଆଗରୁ ଶହେଥର ଭାବିବେ ବୋଲି ସାଧାରଣରେ ଦାବି ହୋଇଛି।