biju setu fall down
ଜିଲ୍ଲା  ଅପରାଧ 

ପୁଣି ଭୁଶୁଡ଼ିଲ। ବିଜୁ ସେତୁ

ପୁଣି ଭୁଶୁଡ଼ିଲ। ବିଜୁ ସେତୁ କେନ୍ଦ୍ର।ପଡ।: ଜାନୁଆରୀ ୧୨: କେନ୍ଦ୍ର।ପଡ। ଜିଲ୍ଲ। ମ।ର୍ଶ।ଘ।ଇ ବ୍ଲକ ମନ୍ତେଇଠ।ରେ ପୁଣି ଭୁଶୁଡ଼ିଲ। ବିଜୁ ସେତୁ । ପ୍ର।ୟ ୨.୫ କୋଟି ଟଙ୍କ। ବ୍ୟୟରେ ୨୦୧୬ ଡିସେମ୍ବର ୧୨ରେ ଏହ।ର ଶିଳ।ନ୍ୟ।ସ କର।ଯ।ଇଥିଲ। । ପୋଲ କାମ ଚାଲିଥିବାବେଳେ ହଠାତ ପୋଲର କିଛି ଅଂଶ ଖସିଯାଇଥିଲା। ଏହି ଘଟଣାରେ ଅନେକ ଶ୍ରମିକ ଅଳ୍ପକେ ବର୍ତ୍ତିଛନ୍ତି। ନିମ୍ନମ।ନର ବ।ଲି, ସିମେଣ୍ଟ ବ୍ୟବହ।ର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବ। ଲୋକେ ଅଭିଯୋଗ କରିଛନ୍ତି । ପୋଲ ଭୁଶୁଡ଼ି ପଡ଼ିବ। ପରେ […]
Read More...

Advertisement