ବ୍ରାଉନ ସୁଗାର ବେପାରୀକୁ ୨୦ ବର୍ଷ ଜେଲ
By: Samaya Live News
ଭୁବନେଶ୍ୱର : ବ୍ରାଉନ ସୁଗାର ବେପାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ । ଭୁବନେଶ୍ୱର ଅତିରିକ୍ତ ସେସନ୍ସ କୋର୍ଟ-୩ ଶୁଣାଇଛନ୍ତି ଜେଲଦଣ୍ଡ । ଜଳେଶ୍ୱରର ବ୍ରାଉନ ସୁଗାର ବେପାରୀ ସେକ ହସିମ ବକ୍ସଙ୍କୁ ମିଳିଛି ଏହି ଦଣ୍ଡ । ୨୦୨୦ ରେ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ୧୧୭୭ ଗ୍ରାମ ବ୍ରାଉନ ସୁଗାର ସହ STF ହାତରେ ଧରାପଡ଼ିଥିଲେ ବେପାରୀ ହସିମ ବକ୍ସ ।
ସମ୍ବନ୍ଧିତ ଖବର ଧକ୍କା ଦେଲା ଗୁଗୁଲ ମ୍ୟାପ,ଟ୍ରକ ମାଡିଯାଇ ଭାଙ୍ଗିଲା ଘର
Tags:



