ବାଲେଶ୍ୱର ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା

ବାଲେଶ୍ୱର ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା

ବାଲେଶ୍ୱର : କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା । ବାଲେଶ୍ୱର ହସ୍ପିଟାଲର କନିଷ୍ଠ କିରାଣୀ ସମରଜିତ ପ୍ରଧାନଙ୍କ ଆତ୍ମହତ୍ୟା । ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ସମରଜିତ ନିଜ ଆଳୁପୁର ସ୍ଥିତ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ସଠିକ କାରଣ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର ଉଡାବାଲିରେ ଉଡିଲା ତ୍ରିରଙ୍ଗା

Tags: