୫ ଟି ବନ୍ଧୁକ ସହ ୨ ଚୋରା ବନ୍ଧୁକ ବେପାରୀ ଗିରଫ
By: Samaya Live News
ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ । ଭୁବନେଶ୍ଵର ବାଙ୍କୁଆଳ ବାଲିଯାତ୍ରା ପଡିଆରେ ବନ୍ଧୁକ ଡିଲ କରୁଥିବା ସମୟରେ ମାଡି ବସିଲା ସ୍ପେଶାଲ ଟାସ୍କଫୋର୍ସ ।
ସମ୍ବନ୍ଧିତ ଖବର ଠିକ ସମୟରେ ସଠିକ ଚିକିତ୍ସା ଗର୍ଭ ଧାରଣରେ ସଫଳତା ଆଣିଦିଏ
ଘଟଣାସ୍ଥଳରୁ ବେପାରୀଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ , ଗୋଟିଏ ପିସ୍ତଲ ଓ ସାତ ରାଉଣ୍ତ ଗୁଳି ଜବତ କରିଛି । ଦୁଇ ବେପାରୀ ହେଉଛନ୍ତି ମୁଙ୍ଗେରର ପିଣ୍ଟୁ କୁମାର ଓ ଅବିନାଶ କୁମାର । ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ତରେ ଅଣାଯିବା ନେଇ ଏସଟିଏଫ ଏସପି ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ
ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି
Tags:



