Crashes In Rajasthan
ଦେଶ- ବିଦେଶ 

ରାଜସ୍ଥାନର ଭରତପୁରରେ ଆର୍ମି ବିମାନ କ୍ରାସ୍, କାରଣ ଅସ୍ପଷ୍ଟ

ରାଜସ୍ଥାନର ଭରତପୁରରେ ଆର୍ମି ବିମାନ କ୍ରାସ୍, କାରଣ ଅସ୍ପଷ୍ଟ ରାଜସ୍ଥାନ : ଶନିବାର ରାଜସ୍ଥାନର ଭାରତପୁର ଜିଲ୍ଲାରେ ଆର୍ମି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି Iପୋଲିସ ଅଧୀକ୍ଷକ ଶ୍ୟାମ ସିଂ କହିଛନ୍ତି ଯେ ବିମାନଟି ସହରର ଉଚେନ ଅଞ୍ଚଳରେ ଥିବା ଏକ ଖୋଲା ପଡ଼ିଆରେ ଖସିପଡିଛି। ତେବେ ଏହା ହେଲିକପ୍ଟର କିମ୍ବା ବିମାନ ବୋଲି ତୁରନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ […]
Read More...

Advertisement