cpm's bangla bachao yatra from november 29
ଦେଶ- ବିଦେଶ 

୧୦୦୦ କିମି ‘ବାଂଲା ବଚାଓ ଯାତ୍ରା’ କରିବ ସିପିଏମ୍‌

୧୦୦୦ କିମି ‘ବାଂଲା ବଚାଓ ଯାତ୍ରା’ କରିବ ସିପିଏମ୍‌ କୋଲକାତା : ସିପିଏମ୍‌ ଆସନ୍ତା ନଭେମ୍ବର ୨୯ ତାରିଖରୁ ୧୦୦୦ କିମି ‘ବାଂଗଲା ବଚାଓ ଯାତ୍ରା’ ଆରମ୍ଭ କରିବ। ତୃଣମୂଳ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ୍ କରି ସିପିଏମ୍‌ ଏହି ଯାତ୍ରା ଆରମ୍ଭ କରିବ। ଟିଏମ୍‌ସି ନେତୃତ୍ବାଧୀନ ରାଜ୍ୟ ସରକାର ଅଧୀନରେ ଅନ୍ୟାୟ, ଲୁଟ୍‌ ଏବଂ ଗଣତାନ୍ତ୍ରିକ ଅବକ୍ଷୟର ପର୍ଦ୍ଦାଫାସ ପାଇଁ ରାଜ୍ୟବ୍ୟାପୀ ଏହି ଅଭିଯାନ...
Read More...

Advertisement