COVID restriction in Bhubaneswar
ଓଡ଼ିଶା 

କରୋନା ଭୟ;ରାସ୍ତାରେ ଚାଟ୍‌, ଗୁପ୍‌ଚୁପ୍‌ ଖାଇବା ମନା

କରୋନା ଭୟ;ରାସ୍ତାରେ ଚାଟ୍‌, ଗୁପ୍‌ଚୁପ୍‌ ଖାଇବା ମନା ଭୁବନେଶ୍ୱର: ଜୁନ ୧୧:ଏଣିକି ରାସ୍ତାରେ ଖାଇପାରିବେନି ଗୁପ୍‌ଚୁପ୍‌, ଚାଟ୍‌ । ବାହାରେ ଛିଡ଼ା ହୋଇ ଖାଇବା ଦ୍ୱାରା ସମାଜିକ ଦୂରତ୍ୱ ରହୁନି । ଦୋକାନ ଆଗରେ ୫ରୁ ଊଦ୍ଧ୍ୱର୍ ବ୍ୟକ୍ତି ରହୁଥିବା ଦେଖାଦେଉଛି । ତେଣୁ ଗ୍ରାହକମାନେ କେବଳ ପାର୍ସଲ ନେଇପାରିବେ । ଖୋର୍ଦ୍ଧା ଜିଲ୍ଲାରେ ଥିବା ଫାଷ୍ଟଫୁଡ୍‌ ଓ ଜଳଖିଆ ଦୋକାନ ଉପରେ ଲଗାଯାଇଛି କଟକଣା । କରୋନା ସଂକ୍ରମଣକୁ ରୋକିବା ଲାଗି ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । […]
Read More...

Advertisement