COVID recovery rate in India
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୪ ଘଣ୍ଟାରେ ଦେଶରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଏବଂ ୧୭ ମୃତ
Published On
By Samaya Live
ଦିଲ୍ଲୀ: ଜୁନ୍ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୯୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୩ ଲକ୍ଷ ୧୯ ହଜାର ୩୯୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨, ୩୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୨, ୭୮୬ ଜଣ ଚିହ୍ନଟ ହୋଇଛନ୍ତି । ଆଜିର […]
୨୪ ଘଣ୍ଟାରେ ଦେଶରେ ୨, ୭୧୦ କରୋନା ସଂକ୍ରମିତ ଚିହ୍ନଟ ଓ ୧୪ ମୃତ
Published On
By Samaya Live
ଦିଲ୍ଲୀ: ମେ ୨୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୭୧୦ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୪୭ ହଜାର ୫୩୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୫ ହଜାର ୮୧୪ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨, ୨୯୬ ଜଣ […]
୨୪ ଘଣ୍ଟାରେ ଦେଶରେ ୨, ୬୨୮ କରୋନା ସଂକ୍ରମିତ ଚିହ୍ନଟ ଓ ୧୮ ମୃତ
Published On
By Samaya Live
ଦିଲ୍ଲୀ: ମେ ୨୬ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୬୨୮ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୪୪ ହଜାର ୮୨୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୫ ହଜାର ୪୧୪ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨, ୧୬୭ ଜଣ ସୁସ୍ଥ […]
୨୪ ଘଣ୍ଟାରେ ଦେଶରେ ୨, ୩୬୪ କରୋନା ସଂକ୍ରମିତ ଚିହ୍ନଟ ଓ ୧୦ ମୃତ
Published On
By Samaya Live
ଦିଲ୍ଲୀ: ମେ ୧୯: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୬୪ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୨୯ ହଜାର ୫୬୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଏବେ ୧୫ ହଜାର ୪୧୯ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨, ୫୮୨ ଜଣ ସୁସ୍ଥ ହୋଇଛନ୍ତି । […]
ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର କୁ ବୃଦ୍ଧି ;ସୁସ୍ଥ ହେଇଛନ୍ତି ୧୫ ଲକ୍ଷ ୮୩ ହଜାର ରୁ ଅଧିକ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୧ : ଦେଶରେ ୨୪ ଘଂଟାରେ ୫୩ ହଜାର ୬୦୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୮୭୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ ରେ ପହଞ୍ଚିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅଧିକ […]
ଦିନକରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୦: ଗୋଟିଏ ଦିନରେ ଦେଶରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ୫ ଦିନ ହେଲା ପ୍ରତ୍ୟେକ ଦିନ ୩୦ ହଜାର ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଦେଶରେ I ତେବେ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୦ ହଜାର ରୁ ଉର୍ଦ୍ଧ୍ଵ କୋଭିଡ କେଶ ଚିହ୍ନଟ ହେଇଛନ୍ତି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା […]

