covid news in india
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨୩, ୫୨୯ କରୋନା ସଂକ୍ରମିତ ଓ ୨୮,୭୧୮ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୨୩, ୫୨୯ କରୋନା ସଂକ୍ରମିତ ଓ ୨୮,୭୧୮ ସୁସ୍ଥ ଦିଲ୍ଲୀ: ସେପ୍‌ଟେମ୍ବର ୩୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩, ୫୨୯ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୩୯ ହଜାର ୯୮୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୮, ୭୧୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୪୪,୬୫୮କରୋନା ସଂକ୍ରମିତ ଓ ୪୯୬ ମୃତ

୨୪ ଘଣ୍ଟାରେ ଦେଶରେ ୪୪,୬୫୮କରୋନା ସଂକ୍ରମିତ ଓ ୪୯୬ ମୃତ ଭୁବନେଶ୍ୱର: ଅଗଷ୍ଟ ୨୭ : ୨୪ ଘଣ୍ଟାରେ ଦେଶରେ ୪୪,୬୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୯୯ ରହିଛି । ଆଜି ୪୯୬ ଜଣଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୬ ହଜାର ୮୬୧ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି । ଦେଶରେ ୨୪ ଘଣ୍ଟାରେ ସୁସ୍ଥତା ହାର ସର୍ବାଧିକ ୯୭.୬୦ ପ୍ରତିଶତକୁ […]
Read More...
ଦେଶ- ବିଦେଶ 

ଦିନକରେ ଦେଶରେ ୪୬,୧୬୪ କରୋନା ସଂକ୍ରମିତ ଓ ୬୦୭ ମୃତୁ୍ୟ

ଦିନକରେ ଦେଶରେ ୪୬,୧୬୪ କରୋନା ସଂକ୍ରମିତ ଓ ୬୦୭ ମୃତୁ୍ୟ ଦିଲ୍ଲୀ: ଅଗଷ୍ଟ ୨୬ : ୨୪ ଘଣ୍ଟାରେ ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୬୩ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଆଜି ୩୪,୧୫୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୭ ଲକ୍ଷ ୮୮ ହଜାର ୪୪୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୪୬,୧୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ […]
Read More...
ଦେଶ- ବିଦେଶ 

ଆଜି ଦେଶରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମଣ : ଦିନକରେ ୩୭,୫୯୩ ସଂକ୍ରମିତ ଓ ୩୪,୧୬୯ ସୁସ୍ଥ

ଆଜି ଦେଶରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମଣ : ଦିନକରେ ୩୭,୫୯୩ ସଂକ୍ରମିତ ଓ ୩୪,୧୬୯ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୨୫ : ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୩୪,୧୬୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ ମୋଟ ୩ କୋଟି ୧୭ ଲକ୍ଷ ୫୪ ହଜାର ୨୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୩୭, ୫୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ବର୍ତ୍ତମାନ ଦେଶରେ ସକ୍ରିୟ କରୋନା […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୩୪,୪୫୭ କରୋନା ସଂକ୍ରମିତ ଓ ୩୬,୩୪୭ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୩୪,୪୫୭ କରୋନା ସଂକ୍ରମିତ ଓ ୩୬,୩୪୭ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୨୧ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ସାମାନ୍ୟ ହ୍ରାସ ପାଇଛିି । ୩୪,୪୫୭ ଜଣ ନୂଆ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୬୧ ହଜାର ୩୪୦ ରହିଛି । ୨୪ ଘଣ୍ଟାରେ ୩୬,୩୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ଜଣ କରୋନାରୁ ସୁସ୍ଥ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୩୬,୫୭୧ କରୋନା ସଂକ୍ରମିତ ଓ ୩୬,୫୫୫ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୩୬,୫୭୧ କରୋନା ସଂକ୍ରମିତ ଓ ୩୬,୫୫୫ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୨୦ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ଓ ସୁସ୍ଥ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୬,୫୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୬, ୫୫୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୫୪୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ଆଜିର ସୁସ୍ଥଙ୍କ ସହ ଦେଶରେ ବର୍ତ୍ତମାନ ୩ କୋଟି ୧୫ ଲକ୍ଷ ୬୧ ହଜାର ୬୩୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । […]
Read More...
ଦେଶ- ବିଦେଶ 

କୋଭିଡ୍‌ ପରୀକ୍ଷଣରେ ଦେଶ ୫୦ କୋଟି ମାର୍କ ଅତିକ୍ରମ କଲା

କୋଭିଡ୍‌ ପରୀକ୍ଷଣରେ ଦେଶ ୫୦ କୋଟି ମାର୍କ ଅତିକ୍ରମ କଲା ଭୁବନେଶ୍ୱର: ଅଗଷ୍ଟ ୧୯: ଆଇସିଏମ୍‌ଆର ଅନୁସାରେ, ଦେଶରେ ୫୦ କୋଟି କୋଭିଡ୍‌ ପରୀକ୍ଷା ହୋଇଛି, ଯାହାକି ଏକ ମାଇଲ୍‌ଖୁଣ୍ଟ । ଜୁଲାଇ ୨୧ରେ ଦେଶର ୪୫ କୋଟି କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲାବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ତାହା ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଛି । ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି, ଯେ ପରୀକ୍ଷଣରେ ତ୍ୱରିତ ବୃଦ୍ଧି, ଶୀଘ୍ର ଚିହ୍ନଟ, ତୁରନ୍ତ ଆଇସୋଲେସନ୍‌ ଏବଂ କୋଭିଡ -୧୯ର ପ୍ରଭାବଶାଳୀ ଚିକିତ୍ସା ଆଦି ଉପରେ […]
Read More...
ଦେଶ- ବିଦେଶ 

ଆଜି ଦେଶରେ ୩୫,୧୭୮ କରୋନା ସଂକ୍ରମିତ ଓ ୩୭,୧୬୯ ସୁସ୍ଥ

ଆଜି ଦେଶରେ ୩୫,୧୭୮ କରୋନା ସଂକ୍ରମିତ ଓ ୩୭,୧୬୯ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୧୮ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୫,୧୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୭, ୧୬୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୪୪୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ଆଜିର ସୁସ୍ଥଙ୍କ ସହ ଦେଶରେ ଏବେ ୩ କୋଟି ୧୪ ଲକ୍ଷ ୮୫ ହଜାର ୯୨୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଆଜର ସଂକ୍ରମିତଙ୍କ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୩୨୯୩୭ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ଦେଶରେ ୩୨୯୩୭ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଅଗଷ୍ଟ ୧୬ : ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୭.୪୮ ରହିଛି । ମାର୍ଚ୍ଚ ୨୦୨୦ରୁ ଏପର୍ଯ୍ୟ; ଏହା ହେଉଛି ସର୍ବାଧିକ ସୁସ୍ଥତ ହାର । ସେହିପରି ଗତ ୨୪ ଘଣ୍ଟାରେ ୩୫,୯୦୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୧୪ ଲକ୍ଷ ୧୧ ହଜାର ୯୨୪ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୩୨,୯୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]
Read More...
ଦେଶ- ବିଦେଶ 

ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ୩୮, ୩୫୩ ଏବଂ ସୁସ୍ଥ ୪୦,୦୧୩

ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ୩୮, ୩୫୩ ଏବଂ ସୁସ୍ଥ ୪୦,୦୧୩ ଭୁବନେଶ୍ୱର: ଅଗଷ୍ଟ ୧୧: ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୪୫ ପ୍ରତିଶତ ରହିଛି । ସେହିପରି ୪୦,୦୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୧୨ ଲକ୍ଷ ୨୦ ହଜାର ୯୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ଦେଶରେ ୩୮, ୩୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ […]
Read More...
ଦେଶ- ବିଦେଶ 

ଦେଶରେ ଦିନକରେ ୪୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ,୫୩୩ ଜଣଙ୍କର ମୃତୁ୍ୟ

ଦେଶରେ ଦିନକରେ ୪୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ,୫୩୩ ଜଣଙ୍କର ମୃତୁ୍ୟ ଭୁବନେଶ୍ୱର: ଅଗଷ୍ଟ ୫: ଲଗାତାର କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ୫୩୩ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୬ ହଜାର ୨୯୦ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି । ଆଶ୍ୱସ୍ତିକର ଖବର ଏହା […]
Read More...

Advertisement