COVID in Bhubaneswar
ଓଡ଼ିଶା 

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା: ମଙ୍ଗଳବାର ଚିହ୍ନଟ ହେଲେ ପୁଣି ୧୪୯

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା: ମଙ୍ଗଳବାର ଚିହ୍ନଟ ହେଲେ ପୁଣି ୧୪୯ ଭୁବନେଶ୍ୱର : ଅଗଷ୍ଟ ୪:ଭୁବନେଶ୍ୱରରେ କାୟାବିସ୍ତାର କରି ଚାଲିଛି କରୋନା । ମଙ୍ଗଳବାର ପୁଣି ଚିହ୍ନଟ ହୋଇଛନ୍ତି ୧୪୯ ପଜିଟିଭ୍‌ । ଯେଉଁଥିରେ ଲୋକାଲ୍‌ କେସ୍‌ ୫୧ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୯୮ଟି କୋଭିଡ୍‌ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି ।  ଆଉ ୧୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୩ ହଜାର ୨୧୭ ପଜିଟିଭ୍‌ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୨୪ ଘଂଟାରେ ୨୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ରେ ୨୪ ଘଂଟାରେ ୨୪୮ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୨୪: ଭୁବନେଶ୍ୱରରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିରୁ, ୨୦୭ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୪୧ ଟି Local Contact Case ବୋଲି BMC ଟ୍ୱଇଟ ରୁ ଜଣାପଡିଛି I ଅନ୍ୟପକ୍ଷରେ, ୨୪ ଘଂଟାରେ ୨୯ ଜଣ ସୁସ୍ଥ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧,୭୧୭ କୁ ବୃଦ୍ଧି ପାଇଛି I […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ

ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ ଭୁବନେଶ୍ୱର : ଜୁଲାଇ ୧୫:ରାଜଧାନୀ ଭୁବନେଶ୍ୱରରେ ଗ୍ରାସୁଛି କରୋନା । ବୁଧବାର ଭୁବନେଶ୍ୱରରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬୩ କ ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଲୋକାଲ କେସ୍‌ ରହିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ସେଥିରୁ ୩୮୫ ସୁସ୍ଥ ହୋଇଥିବା ବେଳେ ୧୧ […]
Read More...

Advertisement