COVID Guideline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୨୨: ଏପ୍ରିଲରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ୍ ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ପ୍ରାୟ ଦୁଇ ବର୍ଷ ଧରି କୋଭିଡ […]
ଇଂରାଜୀ ନବବର୍ଷ..
Published On
By Samaya Live
ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ । ପାଶ୍ଚାତ୍ୟ ଦେଶର ଏହି ପର୍ବର ସମସ୍ତ ରୀତିନୀତିକୁ ଯେତିକି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ, ଆମ ସଂସ୍କୃତିକୁ ସାଧାରଣ ଭାବେ ଭୁଲିଯିବାର ପରମ୍ପରା ମଧ୍ୟ ସେତିକି ନିକଟତର ହେବାର ଆଶଙ୍କାକୁ ମଧ୍ୟ […]
ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Published On
By Samaya Live
ଭୁବନେଶ୍ୱର: ଅକ୍ଟୋବର ୨୭ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଏବେଠାରୁ ଦୃଷ୍ଟିରେ ରଖି ରାଜ୍ୟବାସୀ ସତର୍କ ରହିବା ଜରୁରୀ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଏହାସହିତ ସେ ରାଜ୍ୟର କରୋନା କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି । ସେହିପରି ବିଦେଶରୁ ଫେରିବା ପରେ ସଙ୍ଗରୋଧ ନିୟମ ଏବେ ବି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି […]
ପାର୍ବଣରେ ସତର୍କ ରୁହନ୍ତୁ: ସ୍ୱରାଷ୍ଟ୍ର ସଚିବ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୯: ଆସନ୍ତା ମାସ ଅକ୍ଟୋବର ହେଉଛି ପାର୍ବଣ ମାସ । ଏହି ମାସରେ ଦୂର୍ଗା ପୂଜା ଏବଂ କରକ ଚତୁର୍ଥୀ(କରବା ଚୌଥ) ଭଳି ମୁଖ୍ୟ ହିନ୍ଦୁ ପର୍ବମାନ ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଲାଭା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି […]
ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ବଢ଼ାଇଲା କୋଭିଡ ଗାଇଡଲାଇନ୍
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୮: ଆଗକୁ ପର୍ବପର୍ବାଣୀ ଆସୁଛି । ଏଥିରେ ଅଧିକ ଜନସମାଗମ ହୋଇପାରେ । ସେହିପରି କେତେକ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମଣ ହାର କମିନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ଗାଇଡଲାଇନ୍କୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ଏକ ନୂତନ ନିର୍ଦ୍ଦେଶନାମା ଜାରି କରି ରାଜ୍ୟର ସମସ୍ତ ସଚିବଙ୍କୁ ଚିଠି ଦେଇଛନ୍ତି । ଏହାସହ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ […]

