country recorded 402 COVID fatalities
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨, ୬୮, ୮୩୩ ଏବଂ ୪୦୨ ମୃତ

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨, ୬୮, ୮୩୩ ଏବଂ ୪୦୨ ମୃତ ଦିଲ୍ଲୀ: ଜାନୁଆରୀ ୧୫ :କୋଭିଡ ସଂକ୍ରମଣ ଦେଶରେ ଲମ୍ବା ଡିଆଁ ମାରିଛି । ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୮୩୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୨ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୮୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୯ ଲକ୍ଷ ୪୭ ହଜାର ୩୦୯ ଜଣ […]
Read More...

Advertisement