Corona in Bhubaneswar
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭୁବନେଶ୍ୱର ରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୭: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତେବେ, ସେଥିରୁ ୧୮୩ ଜଣ ସଙ୍ଗରୋଧ ରେ ଥିବା ବେଳେ ବାକି ୨୦୩ ଟି ଲୋକାଲ କଂଟାକଟ କେଶ I ଦୁଇ ଦିନ ହେଲା ଲୋକାଲ କେଶ ବଢ଼ୁଥିବାର ଲକ୍ଷ କରାଯାଉଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି ପାଇଛି I ଆଜି ଭୁବନେଶ୍ୱର […]
ଭୁବନେଶ୍ୱର ରେ ୨୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୨: ଭୁବନେଶ୍ୱର ରେ ୨୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୫୩ ଟି Quarantine କେଶ ଏବଂ ୧୪୨ ଟି ଲୋକାଲ କଣ୍ଟାକଟ କେଶ I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୧୫ କୁ ବୃଦ୍ଧି ପାଇଲା I ଆଜି ଭୁବନେଶ୍ୱର ରୁ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାଦ୍ୱାରା ମୋଟ ସୁସ୍ଥ ହେଇସାରିଥିବା କରୋନା ଆକ୍ରାନ୍ତଙ୍କ […]
ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା: ମଙ୍ଗଳବାର ଚିହ୍ନଟ ହେଲେ ପୁଣି ୧୪୯
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୪:ଭୁବନେଶ୍ୱରରେ କାୟାବିସ୍ତାର କରି ଚାଲିଛି କରୋନା । ମଙ୍ଗଳବାର ପୁଣି ଚିହ୍ନଟ ହୋଇଛନ୍ତି ୧୪୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୫୧ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୯୮ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି । ଆଉ ୧୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ହଜାର ୨୧୭ ପଜିଟିଭ୍ […]
ଭୁବନେଶ୍ୱର ରେ ୨୪ ଘଂଟାରେ ୨୪୮ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୪: ଭୁବନେଶ୍ୱରରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିରୁ, ୨୦୭ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୪୧ ଟି Local Contact Case ବୋଲି BMC ଟ୍ୱଇଟ ରୁ ଜଣାପଡିଛି I ଅନ୍ୟପକ୍ଷରେ, ୨୪ ଘଂଟାରେ ୨୯ ଜଣ ସୁସ୍ଥ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧,୭୧୭ କୁ ବୃଦ୍ଧି ପାଇଛି I […]
ଭୁବନେଶ୍ୱର ରେ ୧୪ ଏବଂ କଟକ ରେ ୧୬ ନୂଆ କରୋନା ଆକ୍ରାନ୍ତ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୩: ଭୁବନେଶ୍ୱର ରେ ୧୪ ଟି ନୂଆ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୪ ଜଣ Quarantine ରେ ଥିଲେ ଏବଂ ୧୦ ଜଣ ଲୋକାଲ କେଶ I ଅନ୍ୟପକ୍ଷରେ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଭୁବନେଶ୍ୱର ମହାନଗର ନିଗମ ର ତଥ୍ୟ ଅନୁସାରେ, ଭୁବନେଶ୍ୱର ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୭୧୮ ରେ ପହଂଚିଛି I ସେଥିରୁ, ୩୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, […]
ଭୁବନେଶ୍ୱର ରେ ୬୪ ଏବଂ କଟକ ରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୨: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, କଟକ ମହାନଗର ନିଗମ ଅଂଚଳରେ ଆଜି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ର ୬୪ ଟି କେଶ ମଧ୍ୟରୁ ୩୬ ଜଣ Quarantine ରେ ଥିଲେ ଏବଂ ୨୮ ଟି ଲୋକାଲ କେଶ I କଟକ ର ୯ ଟି କେଶ ମଧ୍ୟରୁ, ୮ ଜଣ Institutional Quarantine ରେ ଏବଂ […]
କରୋନା ନେଇ ମୁଣ୍ଡବିନ୍ଧା; ହଟସ୍ପଟ୍ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ଯିବେ କ୍ୱାରେଣ୍ଟାଇନ୍
Published On
By Samaya Live
ଭୁବନେଶ୍ୱର : ଜୁନ ୨୬ : ଭୁବନେଶ୍ୱରରେ ପୁଣି କରୋନା ବ୍ୟାପିବା ସରକାର ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଣିକି କରୋନା ହଟ୍ସ୍ପଟ ଅଞ୍ଚଳରୁ ଯଦି କେହି ଭୁବନେଶ୍ୱର ଆସିବେ, ତେବେ ସେମାନେ ସରକାରୀ କ ୍ୱାରେଣ୍ଟାଇନ୍ ରେ ରହିବେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । […]
ଭୁବନେଶ୍ୱରରେ ୭ ଆକ୍ରାନ୍ତ, ୪ ରେଳ କର୍ମଚାରୀ
Published On
By Samaya Live
ଭୁବନେଶ୍ୱର : ଜୁନ ୧୯:ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସହରରେ ଥିବା ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ବି ହେଉଛନ୍ତ। ଶକ୍ରବାର ଭୁବନେଶ୍ୱରରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରେଳ କର୍ମଚାରୀ ଅଛନ୍ତି । ଆଜି ବି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ୨୮ ବର୍ଷିୟ ପୁରୁଷ। ସେ ଚନ୍ଦ୍ରଶେଖରପୁର ହାଉସିଂ […]

