CMC
ଜିଲ୍ଲା  ଓଡ଼ିଶା 

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ […]
Read More...
ଓଡ଼ିଶା 

ସୋମବାର କଟକରୁ ହଟିବ ସଟଡାଉନ୍‌; ଖୋଲିବ ସପିଂ ମଲ୍‌

ସୋମବାର କଟକରୁ ହଟିବ ସଟଡାଉନ୍‌; ଖୋଲିବ ସପିଂ ମଲ୍‌ କଟକ : ଜୁଲାଇ ୧୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ଆସନ୍ତାକାଲିଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟïାଉନ୍‌ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି, ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌କଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି । […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହେଲେ ୩୮ ଜଣ ନୂଆ କରୋନା ଆକ୍ରାନ୍ତ I ସେହିପରି, କଟକ ମହାନଗର ନିଗମ ଅଂଚଳରେ ରେ ଆଜି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୩୮ ଟି କେଶ ମଧ୍ୟରୁ, ୨୬ ଟି Quarantine କେଶ ଥିବାବେଳେ ୧୨ ଟି ଲୋକାଲ କେଶ ବୋଲି ଭୁବନେଶ୍ୱର ନହାନଗର ନିଗମ ର ଟ୍ୱଇଟ ରୁ ଜଣାଯାଇଛି […]
Read More...

Advertisement