cm naveen pattnaik
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ୧୪: ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ମନ୍ଦିର, ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ । ଆଜି ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଝାମୁ ଯାତ୍ରା ।ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ପଣା ସଂକ୍ରାନ୍ତି ତଥା […]
ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୯: ନବରଙ୍ଗପୁର ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ସେ ଲେଖିଛନ୍ତି ନିର୍ବାଚନ ଡ୍ୟୁଟିରେ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଜାଣି ମୁଁ ଦୁଃଖିତ। ଏପରି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ମୃତକଙ୍କ ପରିବାରକୁ […]
ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଫେରିପରେ କି ଲକ୍ଡଉନ୍ !
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି ପୁଣି ସଙ୍ଗିନ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ରାଜ୍ୟରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାର ନାଇଟ୍ କଫୁ୍ୟ କଲେ ମଧ୍ୟ ସଂକ୍ରମଣ କମୁନି । ଆଗକୁ ପୁଣି ନିର୍ବାଚନ ଆସିଲାଣି । ପ୍ରଚାର ଏବଂ ସଭା ସମିତି ସମୟରେ କରୋନ ଅଧିକ ବ୍ୟାପିପାରେ ବୋଲି ଆଶା କରାଯାଉଛି । ଏଣୁ […]
ସ୍ୱାଭିମାନ ଅଞ୍ଚଳରେ ନୂଆ କ୍ୟାମ୍ପ ବନେଇଲେ ବିଏସଏଫ ଯବାନ୍
Published On
By Samaya Live
ଘନବେଡା: ଡିସେମ୍ବର ୧୦: ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ ଘନବେଡା ଠାରେ ନୂଆ କ୍ୟାମ୍ପ ତିଆରି କରିଛି ବିଏସଏଫ ଯବାନ। ଏହି କ୍ୟାମ୍ପ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବେ ଯବାନ। ମାଓବାଦୀଙ୍କ ପାଇଁ ସେଠାରେ ଯେଉଁ ବିକାଶ ମୂଳକ କାମରେ ବାଧା ସୃଷ୍ଟି ହେଉଥିଲା ତାହା ବର୍ତ୍ତମାନ ବିନା କୌଣସି ଅସୁବିଧାରେ ହୋଇପାରିବ ବୋଲି ବିଶ୍ୱାସ ରଖିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ବୋଲି କହିଛନ୍ତି ମାଲକାନାଗିରି […]
ଦୁର୍ନୀତିଗ୍ରସ୍ତ ସରକ।ରୀ କର୍ମଚ।ରୀଙ୍କ ଉପରେ କଡ। କ।ର୍ଯ୍ୟ।ନୁଷ୍ଠ।ନ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୨: ଦୁର୍ନୀତିଗ୍ରସ୍ତ ସରକ।ରୀ କର୍ମଚ।ରୀଙ୍କ ଉପରେ କଡ। କ।ର୍ଯ୍ୟ।ନୁଷ୍ଠ।ନ । ଆଉ ୩ ଜଣ ଅଧିକ।ରୀଙ୍କୁ ବ।ଧ୍ୟତ।ମୂଳକ ଅବସର ଦିଆଯ।ଇଛି ଏବଂ ଜଣେ ଅଧିକ।ରୀଙ୍କୁ ଚ।କିରୀରୁ ବହିଷ୍କ।ର କର।ଯ।ଇଛି। ଏହ। ସହ ଦୁଇ ଜଣ ଅଧିକ।ରୀଙ୍କ ପେନ୍ସନ ମଧ୍ୟ ସ୍ଥ।ୟୀ ଭ।ବରେ ବନ୍ଦ କର।ଯ।ଇଛି। ବ।ଧ୍ୟତ।ମୂଳକ ଅବସର ପ।ଇଥିବ। ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହ।ନଗର ନିଗମର କମ୍ୟୁନିଟି ଅର୍ଗ।ନ।ଇଜର ଲଳିତ। କପୁର, ବେଲପ।ହ।ଡ ମ୍ୟୁନିସିପ।ଲଟିର କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ଲୋକନ।ଥ ତିୱ।ରୀ, ଝ।ରସୁଗୁଡ। ମ୍ୟୁନିସପ।ଲିଟର […]
ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ
Published On
By Samaya Live
ପୁରୀ: : ଡିସେମ୍ବର ୦୧: ୧୯୮୯ରୁ ଚାଲି ଆସୁଥିବା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆଜି ଉଦଘାଟନ କରାଯିବ। ଭିଡିଓ କନ®ରେନ୍ସିଂ ଦ୍ୱାରା ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ମୂଖରିତ ହେବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା କାରଣରୁ ୨ ହଜାର ଦର୍ଶକ ବସିପାରୁଥିବା ଗ୍ୟାଲେରୀରେ ମାତ୍ର ଏକ ତୃତୀୟାଂଶ ଦର୍ଶକ ବସିବାର ବ୍ୟବସ୍ଥା […]

