China APP
ଦେଶ- ବିଦେଶ 

ପୁଣି ଝଟକା; ଭାରତର ଏନ୍‌ଏଚ୍‌ ପ୍ରକଳ୍ପରେ ଭାଗ ନେଇପାରିବନି ଚୀନ କମ୍ପାନୀ

ପୁଣି ଝଟକା; ଭାରତର ଏନ୍‌ଏଚ୍‌ ପ୍ରକଳ୍ପରେ ଭାଗ ନେଇପାରିବନି ଚୀନ କମ୍ପାନୀ ଭୁବନେଶ୍ୱର : ଜୁଲାଇ ୦୧:ଚୀନ ଆପ ବ୍ୟାନ ପରେ ପୁଣି ଚୀନକୁ ଝଟକା ଦେଇଛି ଭାରତ । କୌଣସି ଚୀନ୍‌ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡକ ପରିବହନ ତଥା ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଚୀନ କମ୍ପାନୀଗୁଡିକ ମଧ୍ୟ ମିଳିତ ଉଦ୍ୟୋଗ ଭାଗୀଦାରୀ ଭାବରେ କାମ କରିବାକୁ ଅନୁମତି ପାଇବେ ନାହିଁ ଏହା ସହ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ […]
Read More...

Advertisement