CHIEF MINISTER REVIEW CORONA MEETING
ସ୍ୱାସ୍ଥ  ଓଡ଼ିଶା 

ଆଜି ଅପରାହ୍ଣ ସାଢେ ୪ଟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ଣ ସାଢେ ୪ଟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ସାରା ଦେଶରେ ଏବେ ଖେଳି ଗଲାଣି କରୋନା ଆତଙ୍କ I କେନ୍ଦ୍ର ସହିତ ସମସ୍ତ ରାଜ୍ୟଗୁଡ଼ିକରେ କରୋନା କରୋନା ସତର୍କତା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି I ଓଡ଼ିଶାରେ ମଧ୍ୟ କୋଭିଡ୍ ସ୍ଥିତିନେଇ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି I ଏ ସଂକ୍ରାନ୍ତରେ ଆଜି ଅପରାହ୍ଣ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ […]
Read More...

Advertisement