Chief Minister Naveen Patnaik has appointed
ଓଡ଼ିଶା 

ଆଇପିଏସ୍‌ ସୁନୀଲ ବଂଶଲ ହେଲେ ନୂଆ ଡିଜିପି

ଆଇପିଏସ୍‌ ସୁନୀଲ ବଂଶଲ ହେଲେ ନୂଆ ଡିଜିପି ଭୁବନେଶ୍ୱର : ଡିସେମ୍ବର ୧୫: ନୂଆ ବର୍ଷରୁ ନୂଆ ଡିଜିପି ଦାୟିତ୍ୱରେ ରହିବେ ଆଇପିଏସ୍‌ ସୁନୀଲ ବଂଶଲ । ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ସେ ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍‌ ଅଫିସର । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି । ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସ ଶେଷ ସୁଦ୍ଧା ଅଭୟ ଡିଜିପି ଦାୟିତ୍ୱରେ ରହିବେ […]
Read More...

Advertisement