chief minister Eknath Shinde
ଦେଶ- ବିଦେଶ 

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ଗ୍ରହଣ କରିବେ ୧୨ଜଣ ମନ୍ତ୍ରୀ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ଗ୍ରହଣ କରିବେ ୧୨ଜଣ ମନ୍ତ୍ରୀ ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ । ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି । ଆଜି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ ଏବଂ ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, […]
Read More...
ରାଜନୀତି 

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆସନ୍ତା ୨୦ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆସନ୍ତା ୨୦ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ପର୍କରେ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନଭି ରମଣାଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ବୁଧବାର ଦିନ (ଜୁଲାଇ ୨୦) ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ବନ୍ଧୀୟ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନଭି ରମଣା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠର ନେତୃତ୍ୱ ନେବେ । […]
Read More...

Advertisement