Chief Minister Arvind Kejriwal
ଦେଶ- ବିଦେଶ 

ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଦେବେ ଦିଲ୍ଲୀ ସରକାର

ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଦେବେ ଦିଲ୍ଲୀ ସରକାର ଦିଲ୍ଲୀ: ଦିଲ୍ଲୀର ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗ୍ରେପ ଷ୍ଟେଜ-୩ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅଧିନରେ ଦିଲ୍ଲୀରେ ଚାଲୁଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡ଼ିଛି । ଘର, ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ସେମାନଙ୍କ ରୋଜଗାରର ପନ୍ଥା ଚାଲିଯାଇଛି । ଏଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମିକ ଶ୍ରେଣୀର […]
Read More...
ଦେଶ- ବିଦେଶ 

କେଜରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ

କେଜରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି । ଅରବିନ୍ଦ କେଜରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ […]
Read More...
ରାଜନୀତି  ଦେଶ- ବିଦେଶ 

କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ?

କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ? ପଞ୍ଜାବ: ଡିସେମ୍ବର ୦୪: କିଛି ଦିନ ପୂର୍ବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇ କହିଛନ୍ତି ନିଜ ମନର କଥା। ସେ କହିଛନ୍ତି କି ସମସ୍ତଙ୍କର ମନ ଓ ଆଶା ଅଛି । ମୋ ବିପକ୍ଷ ଦଳର ମଧ୍ୟ ରହିଛି, ଏବଂ ମୁଁ ଏହାକୁ ସ୍ୱାଗତ କରେ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜନତା, ପାର୍ଟି ଓ ନେତା ସୁନିଶ୍ଚିତ କରିବେ। ନବଯୋତ ସିଂ ସିଦ୍ଧୁ ହେଉଛନ୍ତି […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ହେଲା ଭାରତର ପ୍ରଥମ ସ୍ମଗ୍‌ ଟାୱାର

ଦିଲ୍ଲୀରେ ହେଲା ଭାରତର ପ୍ରଥମ ସ୍ମଗ୍‌ ଟାୱାର ଭୁବନେଶ୍ୱର: ଅଗଷ୍ଟ ୨୩: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଭାରତର ପ୍ରଥମ ସ୍ମଗ୍‌ ଟାୱାର ଦିଲ୍ଲୀରେ ନିର୍ମାଣ ହୋଇଛି । ଏହାକୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍‌ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଦିଲ୍ଲୀର ଏନ୍‌ଭରମେଣ୍ଟାଲ ମିନିଷ୍ଟର ଭୋପାଲ ରାଇ ଉପସ୍ଥିତ ରହିଥିଲେ । ୨୦ ମିଟର ଉଚ୍ଚ ବିିଶିଷ୍ଟ ଏହି ସ୍ମଗ୍‌ ଟାୱାର କନ୍ନଟ ପ୍ଳେସ୍‌ ବା ସିପି ଅଞ୍ଚଳରେ ଥିବା ବାବା ଖରକ ସିଂହ ମାର୍ଗରେ […]
Read More...

Advertisement