Chess events
ଖେଳ 

ଆଜିଠୁ ଚେସ୍‌ ଅଲିମ୍ପିଆଡ

ଆଜିଠୁ ଚେସ୍‌ ଅଲିମ୍ପିଆଡ ଚେନ୍ନାଇ: ୨୦୨୨ ଭାରତୀୟ ଚେସ୍‌ ପାଇଁ ଐତିହାସିକ ବର୍ଷ ହୋଇଛି । ଭାରତରୁ ଚେସ୍‌ ଖେଳରୁ ଉତ୍ପତି ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଏହା ଚେସ୍‌ ଅଲିମ୍ପିଆଡ ଆୟୋଜନ କରିବାକୁ ଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ୪୪ତମ ସଂସ୍କରଣ ତାମିଲନାଡୁର ମହାବଳୀପୁରମ୍‌ରେ ୨୮ରୁ ଆରମ୍ଭ ହୋଇ ୧୦ ତାରିଖ ଶେଷ ହେବ । ଚେସ୍‌ ଅଲିମ୍ପିଆଡରେ ୧୮୭ ଦେଶର ଖେଳାଳି ଭାଗ ନେବାକୁ ଯାଉଛନ୍ତି । ଚେନ୍ନାଇରେ ଗୋଟିଏ ଖେଳ ପାଇଁ ୧୧ ଦିନ ଧରି […]
Read More...

Advertisement