cheatfund
ଅପରାଧ 

ଚିଟଫଣ୍ଡ ଠକେଇରେ ପଇସା ଫେରିପାଇବେ ଜମାକାରୀ

ଚିଟଫଣ୍ଡ ଠକେଇରେ ପଇସା ଫେରିପାଇବେ ଜମାକାରୀ କଟକ: ଅପ୍ରେଲ ୦୧: ଏଥର ମିଳିଲା ଖୁସି ଖବର । ଚିଟଫଣ୍ଡ ଠକେଇ ମାମଲାରେ ଆଉ ଅତ୍ୟାଚାର ସହିବେନି ସାଧାରଣ ଜନତା । ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ମାମଲା ଉପରେ ହୋଇଥିବା ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି […]
Read More...

Advertisement