Change in COVID Management Team in Odisha
ଓଡ଼ିଶା 

ଫେରିଲେ ବାଗଚୀ; ଅଫିସର ବଦଳି ନେଇ ଗୁଜବକୁ କଲେ ଖଣ୍ଡନ

ଫେରିଲେ ବାଗଚୀ; ଅଫିସର ବଦଳି ନେଇ ଗୁଜବକୁ କଲେ ଖଣ୍ଡନ ଭୁବନେଶ୍ୱର :ଜୁନ ୬: କରୋନା ମୁକାବିଲା ଟିମ୍‌ରୁ ରାତାରାତି ୯ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ରାଜ୍ୟ ସରକାର ଅପସାରଣ କରିଛନ୍ତି । ଏମାନେ କରୋନା ମୁକାବିଲା ଓ ଏଥିସହିତ ସଂପୃକ୍ତ ସମସ୍ତ କାର୍ଯ୍ୟର ଦେଖାଶୁଣା ଓ ତଦାରଖ କରୁଥିଲେ । କରୋନା ସଂପର୍କିତ ସମସ୍ତ କାର୍ଯ୍ୟ ଏମାନଙ୍କ ନିୟନ୍ତ୍ରଣରେ ରହିଥିଲା । ହଠାତ୍‌ ଏମାନଙ୍କୁ ଅପସାରଣ ସାଧାରଣର ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ […]
Read More...

Advertisement