Central Reserve Police Force’s (CRPF’s) 130 Battalion
ଦେଶ- ବିଦେଶ 

୨ ଜଣ ଆତଙ୍କବାଦୀଙ୍କୁ ନିହତ କଲେ ଶ୍ରୀନଗର ନିରାପତ୍ତାବଳ

୨ ଜଣ ଆତଙ୍କବାଦୀଙ୍କୁ ନିହତ କଲେ ଶ୍ରୀନଗର ନିରାପତ୍ତାବଳ ଶ୍ରୀନଗର: ଡିସେମ୍ବର ୧୩: ଗତକାଲି ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦଙ୍କୁ ନିହତ କରିଥିଲା ବେଳେ ଆଜି ଶ୍ରୀନଗର ସ୍ଥିତ ରଙ୍ଗରେଠ୍‌ ଅଞ୍ଚଳର ନିରାପତ୍ତା ବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୋଲିସ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ୨ଜଣ ଅଚିହ୍ନା ଆତଙ୍କବାଦୀ ନିହତ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତଲାସି ଅପରେସନ […]
Read More...

Advertisement