center government
ଜିଲ୍ଲା  ଅପରାଧ 

କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ କାଳିମାଡ

କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ କାଳିମାଡ ପୁରୀ: ମଇ ୧୬: ପୂର୍ବରୁ ଶାସକ ଓ ବିରୋଧୀ ଲଢେଇ ଅନେକ ସାମ୍ନାକୁ ଆସିଛି । କିନ୍ତୁ ଏପରି କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରୋସ ସାମାନ୍ୟ କମ୍‌ ଦେଖାଦେଇଛି । ତେବେ ଏବେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି । ପୁରୀରେ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଏଭଳି କାଳି ମାଡ଼ କରି ପ୍ରତିବାଦ ଜଣାଇଛି । କେନ୍ଦ୍ରମନ୍ତ୍ରୀ ବାଲିଆନ୍‌ […]
Read More...

Advertisement