cbi raid in rajastan cm's brother house
ଦେଶ- ବିଦେଶ  ଅପରାଧ 

ସାର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ଭାଇଙ୍କ ଘରେ ଚଢାଉ

ସାର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ଭାଇଙ୍କ ଘରେ ଚଢାଉ ୨୦୦୭ ସାର ଦୁର୍ନୀତି ମାମଲା । ଘଟଣାରେ ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍‌ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍ଲଟ୍‌ଙ୍କ ଯୋଧପୁର ସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି । ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍‌ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ୍‌ ତାଙ୍କ ଦୋକାନରେ ପହଞ୍ଚିଥିଲେ । ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ଅଗ୍ରସେନ୍‌ ଗେହ୍ଲଟ୍‌ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟିରେ […]
Read More...

Advertisement