Bus to Puri cancelled
ଓଡ଼ିଶା 

ପୁରୀକୁ ଚଳାଚଳ କରୁଥିବା ଟ୍ରେନ, ବସ ବନ୍ଦ

ପୁରୀକୁ ଚଳାଚଳ କରୁଥିବା ଟ୍ରେନ, ବସ ବନ୍ଦ ଭୁବନେଶ୍ୱର(ସବୁ୍ୟ): ଜୁନ ୨୨:ରଥଯାତ୍ରା ପାଇଁ ପୁରୀକୁ ଟ୍ରେନ ଓ ବସ୍‌ ବନ୍ଦ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ରିଲିପ କମିଶନର(ଏସ୍‌ଆରସି) ଏନେଇ ସୂଚନା ଦେଇଛନ୍ତି । ସୋମବାର ରାତି ୯ଟାରୁ ୨୪ ତାରିଖ ଆପରାହ୍ନ ୨ଟା ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ ଓ ବସ ଚଳାଚଳ କରିବ ନାହିଁ । ଧାରା ୨୪ (କ) ଏବଂ (ଖ) ତଥା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ […]
Read More...

Advertisement