Bus movement allowed in Odisha
ଓଡ଼ିଶା 

କାଲି ଠୁ ଚାଲିବ ମୋ ବସ;୭ ରୁଟ୍‌ରେ ବିନା ଏସି ବସ;ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କାଲି ଠୁ ଚାଲିବ ମୋ ବସ;୭ ରୁଟ୍‌ରେ ବିନା ଏସି ବସ;ମାସ୍କ ପିନ୍ଧିବା ବାଧ୍ୟତାମୂଳକ Edited by Papu Mohanty ଭୁବନେଶ୍ୱର :ମେ ୨୫ : କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମଙ୍ଗଳବାରଠୁ ଚାଲିବ ମୋ ବସ୍‌ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ସେବା ଉପଲବ୍ଧ ହେବ । ଆଗାମୀ ଦିନରେ ଅଧିକ ରୁଟ୍‌ରେ ଆହୁରି ବସ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି(ମଙ୍ଗଳବାର) ଠାରୁ ଟ୍ୱିନ ସିଟିରେ ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ମୋ ବସ ସେବା ଆରମ୍ଭ ହେବ । ତେବେ କୋଭିଡ୍‌ […]
Read More...

Advertisement