bus fare decrease
ବାଣିଜ୍ୟ  ଓଡ଼ିଶା 

ଡିଜେଲ୍‌ ପରେ କମିଲା ବସ୍‌ ଭଡା

ଡିଜେଲ୍‌ ପରେ କମିଲା ବସ୍‌ ଭଡା ଭୁବନେଶ୍ୱର: ମଇ ୨୬: ରାଜ୍ୟରେ ଡିଜେଲ୍‌ ଦର କମିବା ପରେ ବସ୍‌ ଭଡ଼ା ମଧ୍ୟ କମାଯାଇଛି । ବସଭଡ଼ା ହ ୍ରାସ ନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍‌ ଭଡ଼ା ୩ ପଇସା ହ ୍ରାସ ପାଇଛି । ସେହିପରି କିଲୋମିଟର ପିଛା ଏସି ବସ୍‌ ଭଡ଼ା ୬ ପଇସା କମାଯାଇଛି । ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ ୍ରାସ ପାଇଛି । […]
Read More...

Advertisement