BUS ACCIDENT AT MAHARASTRA
ଦେଶ- ବିଦେଶ 

ସିରିଡ଼ି ଦର୍ଶନରେ ଯାଉଥିବା ବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ଶ୍ରଦ୍ଧାଳୁ ମୃତ

ସିରିଡ଼ି ଦର୍ଶନରେ ଯାଉଥିବା ବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ଶ୍ରଦ୍ଧାଳୁ ମୃତ ମହାରାଷ୍ଟ୍ର : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାଶିକରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ବସଟି ଶ୍ରଦ୍ଧାଳୁଙ୍କୁ ନେଇ ଶିରିଡି ସାଇ ଦର୍ଶନ ଅଭିମୁଖେ ଯାଉଥିଲା I ନାସିକ-ସିନ୍ନର ରାସ୍ତାରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହିତ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ ଶ୍ରଦ୍ଧାଳୁମାନଙ୍କ ଜିନିଷ ପତ୍ର ଏଣେତେଣେ ପଡିଥିବାର […]
Read More...

Advertisement