Budget Session of Parliament Convenes Tomorrow
ରାଜନୀତି  ଦେଶ- ବିଦେଶ 

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନୂଆଦିଲ୍ଲୀ : ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହି ବୈଠକ ଡକାଇଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ପାର୍ଲାମେଣ୍ଟର ଆନେକ୍ସ ବିଲ୍‌ଡିଂରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ କାମନା କରିବେ। ମାତ୍ର ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ […]
Read More...

Advertisement