brutally road accident
ଓଡ଼ିଶା 

ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକ ସହ ଜଳି ଗଲେ ୨

ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକ ସହ ଜଳି ଗଲେ ୨ କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି। ଏଥିରେ ବାଇକ ସହ ଦୁଇଜଣ ଯୁବକ ସମ୍ପୂର୍ଣ୍ଣ ଜଳିଯାଇ ପ୍ରାଣ ହରାଇଛନ୍ତି I ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଜଳି ଯାଇଛନ୍ତି। ମୃତ ଯୁବକ […]
Read More...

Advertisement