BROWNSUGAR SEAZED
ଓଡ଼ିଶା  ଅପରାଧ 

ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଜଣେ ଗିରଫ

ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଜଣେ ଗିରଫ ଭୁବନେଶ୍ୱର : ରାଜଧାନୀରୁ ଥମୁନି ନିଶା କାରବାର I ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା- ଜଟଣୀ ରାସ୍ତାରୁ ପ୍ରାୟ ଏକ କେଜି ୫୦ ଗ୍ରାମ୍‌ର ବ୍ରାଉନସୁଗର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ I ଜବତ ବ୍ରାଉନ ସୁଗାର ସହିତ ଜଣେ ନିଶା ବେପାରୀକୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଏହା ସହିତ ତା’ନିକଟରୁ ଏକ ଗୋଟିଏ କାର ମଧ୍ୟ ଜବତ ହୋଇଛି। ଅଭିଯୁକ୍ତ ଜଣକ ଉମେଶ […]
Read More...

Advertisement