breaking odisha news
ଓଡ଼ିଶା 

ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ କଲା ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ

ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ କଲା ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ ହୋଇଛି । ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଆଜି ତାଙ୍କର ଜାମିନ ଆବେଦନ ଖାରଜ କରିଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ତରଫରୁ ଓକିଲ ଦେବାଶିଷ ମହାପାତ୍ର ଓ ତାଙ୍କ ସହଯୋଗୀ ସବ୍ୟସାଚୀ ସୂତାର ମାମଲା ପରିଚାଳନା କରିଥିଲେ । […]
Read More...
ରାଜନୀତି  ଓଡ଼ିଶା 

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ ଭୁବନେଶ୍ୱର: ଡିସେମ୍ବେର ୦୬: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି । ଦଳ ଛାଡ଼ିବା ପରେ ସେ ବିଜେଡିରେ ଯୋଗ ବୋଲି ସୂଚନା ମିଳିଛି । ସେ ଚଳିତ ମାସ ୧୦ ତାରିଖରେ ବିଜେଡିରେ ଯୋଗ ଦେବେ । ତେବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ […]
Read More...
ଜିଲ୍ଲା 

ଆର୍‌ଟିଓ ଅଫିସର କହି ରାଜପଥରେ ଅଟକାଉଥିଲା ଗାଡ଼ି, ଲୁଟୁଥିଲା ଟଙ୍କା

ଆର୍‌ଟିଓ ଅଫିସର କହି ରାଜପଥରେ ଅଟକାଉଥିଲା ଗାଡ଼ି, ଲୁଟୁଥିଲା ଟଙ୍କା ବରଗଡ଼: ଅକ୍‌ଟୋବ ୨୬: ନିଜକୁ ଆର୍‌ଟିଓ ଅଫିସର ପରିଚୟ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଅଟକାଉଥିଲା । ଏହାପରେ ଗାଡ଼ି ମାଲିକଙ୍କୁ ଧମକାଇ ଓ ମିଛ କହି ଲୁଟୁଥିଲା ଟଙ୍କା । ଏହି ନକଲ ଆର୍‌ଟିଓ ପଅଫିସରକୁ ବରଗଡ଼ ପୋଲିସ ଯୋଜନା କରି ଧରିଛି । ତା’ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ । ଅଭିଯୋଗ ଅନୁସାରେ, ବିକ୍ରମ ବେହେରା ନିଜକୁ ଆର୍‌ଟିଓ ଅଫିସର କହି […]
Read More...

Advertisement