boudha news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପୁରୁଣାପାଣି- ଖଇରମାଳ ରାସ୍ତା ନିର୍ମାଣ ଦାବି କଲେ ଗ୍ରାମବାସୀ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା -ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ସହଯୋଗ କରୁଥିବା ମଧ୍ୟ ଦେଖାଯାଇଛି । କି;ୁ ଜିଲ୍ଲାର ପୁରୁଣାପାଣି ଗ୍ରାମବାସୀମାନେ ରେଳପ୍ରକଳ୍ପ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି । ସୂଚନା ମୁତାବକ ପୁରୁଣାପାଣି ଓ ଖଇରମାଳା ରାସ୍ତା […]
ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ
Published On
By Samaya Live
ବୌଦ୍ଧ: ବୌଦ୍ଧ ଜିଲ୍ଲା ସିଜେଏମ୍ ହୃଷିକେଶ ଆଚାର୍ଯ୍ୟ ଜଣେ ନାବାଳକର ହାତ ଆଙ୍ଗୁଠି କଟା ମାମଲାର ବିଚାର କରି ଅଭିଯୁକ୍ତକୁ ୬ବର୍ଷ କାରାଦଣ୍ଡା ଦେଶ ରାୟ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତର ମାଆ, ଭଉଣୀ ଓ ବଡ଼ମାଆକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଚନ୍ଦିଆଁମୁଣ୍ଡା ଗ୍ରାମର ଗୁଲଠୁ ବସ୍ତିଆ (୨୫) । ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଚନ୍ଦନିଆଁମୁଣ୍ଡା ଗ୍ରାମର ଗୁଣମଣି କର୍ମୀଙ୍କୁ ଗତ ୫.୩,୨୦୧୯ରେ ଘରେ ଏକୁଟିଆ ଥିବା […]
ବୌଦ୍ଧରେ ବଢ଼ୁଛି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟହାର: ତିନି ମାସରେ ୨୧ ଜଣଙ୍କ ମୃତୁ୍ୟ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତୁ୍ୟକୁ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳଗୁଡିକୁ ଚିହ୍ନଟ କରାଯାଇ ଗାଡ଼ିଚାଳକମାନଙ୍କ […]
କଣ୍ଟାମାଳରେ ଉତ୍କଟ ପାନୀୟ ଜଳ ସମସ୍ୟା : ୪ଘଣ୍ଟା ମାଠିଆ ଧରି ମହିଳା କଲେ ରାସ୍ତା ରୋକ
Published On
By Samaya Live
କଣ୍ଟାମାଳ : କଣ୍ଟାମାଳରେ ଦେଖାଯାଇଛି ଉତ୍କଟ ଜଳ ସମସ୍ୟା । ପ୍ରଚଣ୍ଡ ଅଗ୍ନିବର୍ଷି ରୌଦ୍ରତାପରେ ଗ୍ରାମାଞ୍ଚଳର ବିଭିନ୍ନ ଜଳ ଉତ୍ସଗୁଡିକ ଶୁଷ୍କ ହୋଇଯାଉଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସଦର କଣ୍ଟାମାଳ ଗ୍ରାମରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା । ଗାଁ କୁ ପାଇପ୍ ଯୋଗେ ଆସୁଥିବା ନଦୀ ଜଳକୁ କିଛି ମୁଷ୍ଟିମେୟ ଲୋକେ ବିଦ୍ୟୁତ୍ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବା ହେତୁ ଅନେକ ନଳରେ ପାଣି ବୁନ୍ଦା ବୁନ୍ଦା ଓ କେତେକ […]
କୁଣ୍ଡା ବୋଝେଇ ଟ୍ରକ ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଜବତ
Published On
By Samaya Live
ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନାର ସବ ଇନିସପେକଫର ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ପେଟ୍ରୋଲିଂ […]
ପୋଲିସ ପକ୍ଷରୁ ଚଢାଉ, ୯୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୌଦ୍ଧ ପୋଲିସ ଚଢ଼ାଉ କରି ୯୦ କିଲୋ ଗଞ୍ଜେଇ ଜବତ କରିବା ସହିତ ୩ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ନିମନା ଗ୍ରାମର ସନତ ପାଣ୍ଡିଆ(୪୧),ବୌଦ୍ଧ ଥାନା କୃଷ୍ଣପାଲି ଗ୍ରାମର ମୃତୁ୍ୟଞ୍ଜୟ ପ୍ରଧାନ(୩୮), ରଙ୍ଗମାଟିଆ ଗ୍ରାମର ଟିଟୁ ସେଠୀ(୨୧) ବୋଲି ଜଣାପଡିଛି । ପୋଲିସ […]
ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ
Published On
By Samaya Live
କଣ୍ଟାମାଳ : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍ଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଏହି ସମୟରେ ପ୍ରାର୍ଥୀମାନଙ୍କ ନିଦ ହଜିଯାଉଥିବା ବେଳେ ଜେଲ ଭିତରେ ଥାଇ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ଗ୍ରାମର ୧୨ନମ୍ବର୍ ୱାର୍ଡରେ । ସୂଚନା ନୁସାରେ, ସଦ୍ୟସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ […]
ଶିଶୁ ସୁରକ୍ଷା କ୍ଷେତ୍ରରେ ଉକ୍ୃଷ୍ଠ କାର୍ଯ୍ୟପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ମାନିତ
Published On
By Samaya Live
ବୌଦ୍ଧ : ନଭେମ୍ବର ୦୨: ଶିଶୁମାନଙ୍କ ସୁରକ୍ଷା କ୍ଷେତ୍ରରେ ଉକ୍ୃଷ୍ଟ କାର୍ଯ୍ୟପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଭୁବନେଶ୍ୱର ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସମ୍ମାନୀତ କରିଛି । ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ କିଟ୍ ଭୁବନେଶ୍ୱର ଠାରେ ଆଯୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଦ୍ୱାରା ଜିଲ୍ଲାପାାଳ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ […]
ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ
Published On
By Samaya Live
ବୌଦ୍ଧ,ସେପ୍ଟେମ୍ବର ୧୫: ଚଳିତ ବର୍ଷ ଖରିଫରେ ଅନିୟମିତ ଓ କମ୍ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଚାଷୀ ବର୍ଷକର ଆୟ ଯୋଗାଉଥିବା ଧାନରେ ପାଣି ଟୋପାଏ ପାଇଁ କସରତ କରୁଥିଲା । ଏବେ ଅଜାଡ଼ି ଦେଇଛି ବର୍ଷା । ରବିବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ । ଏବେ ବର୍ଷାର ବିତ୍ପାତ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଲାଣି । ପ୍ରବଳ ବର୍ଷା ସହ ପବନ ଯୋଗୁଁ […]

